Browsing Tag

‘Madhu App’

କୋରୋନା କାଳରେ ଅନଲାଇନ୍ ଶିକ୍ଷାର ଲୋକପ୍ରିୟ ଓ ବଳିଷ୍ଠ ପ୍ଲାଟଫର୍ମ ସାଜିଛି ମଧୁ ଆପ୍

ବ୍ରହ୍ମପୁର- କୋଭିଡ-୧୯ ମହାମାରୀ ସାରା ବିଶ୍ୱରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଛି । ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା କାମ ବନ୍ଦ ରଖିବାକୁ ପଡିଛି । କୋରୋନା କାଳରେ ପାରମ୍ପରିକ ଶିକ୍ଷାଦାନ ବଦଳରେ ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ପଡିଛି । ଭର୍ଚୁଆଲ ଶ୍ରେଣୀ ଜରିଆରେ ପିଲାମାନେ…