Browsing Tag

Major Fire Breaks Out In Petro Tank

ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ : ଜଣେ ମୃତ, ଜଣେ ନିଖୋଜ, ଏଲପିଜି ରିଫିଲିଂ ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା

ଭୁବନେଶ୍ୱର- ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଖୋଜ ଅଛନ୍ତି । ବିସ୍ଫୋରଣ ନେଇ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ସୁଧାଂଶୁ…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ

ଭୁବନେଶ୍ୱର- ରାଜଧାନୀରେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ହଠାତ୍ ଅଗ୍ନିକାଣ୍ଡ ହୋଇଛି ।ପମ୍ପରେ ଥିବା ସିଏନଜି ଷ୍ଟକ୍‌ରେ ନିଆଁ ଲାଗିଥିବା ଜଣାପଡିଛି । ସମଗ୍ର ଅଂଚଳକୁ ସିଲ୍ କରିଦିଆଯାଇଛି । ନିଆଁକୁ ଆୟତ କରିବାକୁ ଘଟଣାସ୍ଥଳରେ ଦମକଳବାହିନୀ ପହଂଚିଛନ୍ତି । ଘଟଣାସ୍ଥଳରେ ଡିସିପି ଓ ବରିଷ୍ଠ…