Browsing Tag

maoists

କନ୍ଧମାଳ ତୁମୁଡିବନ୍ଧ ବ୍ଲକରେ ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା

ବାଲିଗୁଡା – କନ୍ଧମାଳରେ ପୁଣି ମାଓବାଦୀଙ୍କ ଉତ୍ପାତ । ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଂଚଳରେ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଘରୁ ଡାକିଆଣି ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଭଣ୍ଡରଙ୍ଗି ପଂଚାୟତର ଗୋଛାପଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି…