Browsing Tag

Mobile App Ban

ଆଉ ୪୩ ମୋବାଇଲ ଆପକୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ – କେନ୍ଦ୍ର ସରକାର ମଙ୍ଗଳବାର ଆଉ ୪୩ ମୋବାଇଲ ଆପକୁ ବ୍ୟାନ୍ କରିଛନ୍ତି । ସୂଚନା ପ୍ରଯୁକ୍ତି ଆଇନ ଧାରା ୬୯(ଏ) ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି । ଦେଶର ସୁରକ୍ଷା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ଥିବା ଦର୍ଶାଇ ସରକାର ଏହି ୪୩ ଆପ୍ ର ବ୍ୟବହାର ନିଷିଦ୍ଧ…