Browsing Tag

Mohammad Amir retires

ମାନସିକ ନିର୍ଯାତନା ଅଭିଯୋଗ କରି କ୍ରିକେଟ୍ ଛାଡ଼ିଲେ ଆମିର

କରାଚି - ପାକିସ୍ତାନୀ ପେସର ମହମ୍ମଦ ଆମିର ଗୁରୁବାର ନାଟକୀୟ ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଭଳି ଅଚାନକ ଅବସର ନିଷ୍ପତ୍ତି ପାଇଁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଦାୟୀ କରିଛନ୍ତି । ପିସିବି ମ୍ୟାନେଜମେଣ୍ଟ ତାଙ୍କୁ ମାନସିକ ନିର୍ଯାତନା ଦେଇଛି…