Browsing Tag

Mohammed Siraj

ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବୋଲର ବୁମରା ଓ ସିରାଜ ବର୍ଣ୍ଣ ବୈଷମ୍ୟର ଶିକାର

ନୂଆଦିଲ୍ଲୀ - ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ବଡ ବିବାଦ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ଶିିକାର ହୋଇଛନ୍ତି । ସିଡନୀ ଟେଷ୍ଟର ତୃତୀୟ ଦିନରେ ବୁମରା ଏବଂ ସିରାଜ ଏନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟକୁ ଅଭିିଯୋଗ…