Browsing Tag

MPL

ଏମପିଏଲ୍ ସ୍ପୋର୍ଟ୍ସ ହେଲା ଟିମ୍ ଇଣ୍ଡିଆର ନୂଆ କିଟ୍ ପ୍ରାୟୋଜକ

ନୂଆଦିଲ୍ଲୀ – ଏମପିଏଲ୍ ସ୍ପୋର୍ଟ୍ସ ଭାରତୀୟ କ୍ରିକେଟ୍ ଦଳର ନୂଆ କିଟ୍ ପ୍ରାୟୋଜକ ହୋଇଛି । ବିସିସିଆଇ ଏନେଇ ମଙ୍ଗଳବାର ଘୋଷଣା କରିଛି । ଏମପିଏଲ୍ ସ୍ପୋର୍ଟ୍ସ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ସମେତ ଅଣ୍ଡର-୧୯ ଦଳର ବି କିଟ୍ ପ୍ରାୟୋଜକ ରହିବ । ନାଇକ୍ ର ସ୍ଥାନ ନେଇଛି ଏମପିଏଲ୍ ସ୍ପୋର୍ଟ୍ସ ।…