Browsing Tag

Myntra

ମହିଳାଙ୍କ ଆପତ୍ତି ପରେ ଲୋଗୋରେ ପରିବର୍ତ୍ତନ କଲା ‘ମିନ୍ତ୍ରା’

ନୂଆଦିଲ୍ଲୀ - ଅଗ୍ରଣୀ ଇ-କମର୍ସ କମ୍ପାନୀ ‘ମିନ୍ତ୍ରା’ ନିଜ ଲୋଗୋ ବଦଳାଇଛି । ‘ମିନ୍ତ୍ରା’ର ପୁରୁଣା ଲୋଗୋକୁ ନେଇ ମୁମ୍ବାଇର ଜଣେ ମହିଳା ଆପତ୍ତି ଉଠାଇ ଥାନାରେ ଅଭିଯୋଗ କରିବା ପରେ ଏହି ଇ-କମର୍ସ କମ୍ପାନୀ ନିଜର ଲୋଗୋରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ‘ମିନ୍ତ୍ରା’ ଏହାର…