Browsing Tag

Narendra Modi

ପ୍ରଧାନମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। କୃଷକଙ୍କ ଉଦ୍ୟମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ମୋଦି ପ୍ରଶଂସା କରିଛନ୍ତି। ଏହି ଅବସରରେ ମୋଦି ଟ୍ୱିଟ କରି ସମସ୍ତଙ୍କ ଉତ୍ତମ…

ଇସାକଙ୍କ ପ୍ରଶଂସାରେ ମୋଦି ଶତମୁଖ

ବାସି ପଖାଳ ଭିଡିଓ କରି ୟୁଟୁବରୁ ବିପୁଳ ଟଙ୍କା ଆଦାୟ କରୁଛନ୍ତି ଇସାକ୍ ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଉପାନ୍ତ ଯୁୁଯୁମୁରା ବ୍ଲକ ଝାଙ୍କରପାଲି ଗାଁର ଆଦିବାସୀ ଯୁବକ ଇସାକ ମୁଣ୍ଡା ୟୁଟୁବରେ ଏବେ ପରିଚିତ ନାଁ ଟିଏ । ଏହି ଗରିବ ଯୁବକଙ୍କ ଭାଗ୍ୟ ବଦଳାଇ ଦେଇଛି ୟୁଟୁବ୍ । ଗରିବଙ୍କ ଏକମାତ୍ର…

ନବୀନ ଓ ଅନ୍ୟ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦିନ ୧୧ଟାରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସବୁ ରାଜ୍ୟରେ କୋରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଓଡିଶା ସମେତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ,…