Browsing Tag

Narendra Modi

ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା ନାହିଁ? ରାକେଶ ଟିକାଏତ୍ କହିଲେ ଏବେ ବନ୍ଦ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରକାଶ ପର୍ବ ଅବସରରେ ଦେଶକୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବା ପାଇଁ ସେ ତାଙ୍କ ସମ୍ବୋଧନରେ କୃଷକମାନଙ୍କୁ ନିବେଦନ କରିଛନ୍ତି। ସେ…

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍, ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତ ପାଇଁ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ସୂଚନା ଦେଇଛନ୍ତି। ସ୍କଟଲାଣ୍ଡର ଗ୍ଲାସଗୋରେ ସିଓପି୨୬ ଜଳବାୟୁ ଶିଖର ସମ୍ମିଳନୀ ଅବସରରେ…

‘କାଶ୍ମୀରରେ ଆମ ସୈନିକଙ୍କୁ ହତ୍ୟା କରାଯାଉଛି, ମୋଦିଜୀ ଟି-୨୦ ମ୍ୟାଚ୍ ଖେଳିବେ’, ଭାରତ-ପାକିସ୍ତାନ…

ହାଇଦ୍ରାବାଦ: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଅଣକାଶ୍ମୀରୀ ଲୋକଙ୍କୁ ଆତଙ୍କବାଦୀମାନେ ଲଗାତାର ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ…

ସ୍ୱଚ୍ଛ ଭାରତ ମିଶନ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ନବୀନ କହିଲେ ୨୦୨୨ ଶେଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ…

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟରେ ସ୍ୱଚ୍ଛତା ମିଶନକୁ କିଭଳି ସଫଳତା ସହ କାର୍ଯ୍ୟକାରୀ କରାଯିବ, ସେ ନେଇ ମତ ରଖିଛନ୍ତି।…