Browsing Tag

New COVID Strain in UK

ବ୍ରିଟେନ ଫେରନ୍ତାଙ୍କ ତାଲିକା ପ୍ରସଙ୍ଗରେ ସୂଚନା ଦେଲେ ବିଏମସି କମିଶନର

ଭୁବନେଶ୍ୱର- ବ୍ରିଟେନ ଫେରନ୍ତାଙ୍କ ତାଲିକା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨୦ ଜଣଙ୍କ ତାଲିକା ମିଳିଥିଲା । ସେମାନଙ୍କର କୋରୋନା ଟେଷ୍ଟ ହେଲା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସୋମବାର ଦିନ ୫୦ରୁ ୬୦ ବ୍ରିଟେନ…

ବ୍ରିଟେନରେ ବ୍ୟାପୁଥିବା ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍ ଭାରତରେ ଏଯାବତ୍ ମିଳିନାହିଁ

ନୂଆଦିଲ୍ଳୀ - ବ୍ରିଟେନରେ ବ୍ୟାପୁଥିବା କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍ ଭାରତରରେ ଏଯାବତ୍ ମିଳିନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । ଏହି ନୂଆ ଷ୍ଟ୍ରେନ୍ ପ୍ରଥମେ ସେପ୍ଟେମ୍ବରରେ ବ୍ରିଟେନରେ ଆବିଷ୍କୃତ ହୋଇଥିଲା । ଏହା ୭୦% ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକମାନେ କହିଛନ୍ତି…