Browsing Tag

Odisha

ଏଥର ପଞ୍ଚାୟତ ଭୋଟ ଗଣତି ହେବ ସଂପୂର୍ଣ୍ଣ ଭିନ୍ନ

ଭୁବନେଶ୍ୱର : ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। । ଏହା ପରେ ସମସ୍ତଙ୍କ ନଜର ରହିବ ଫଳାଫଳ ଉପରେ। ୨୬ ତାରିଖରେ ଆରମ୍ଭ ହେବ ଭୋଟ ଗଣତି, ଯାହା ୨୮ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ବୁଥ୍‌ ସ୍ତରରେ ଗଣତି ନ ହୋଇ ବ୍ଲକ୍‌ ସ୍ତରରେ ଏକକାଳୀନ ଭୋଟ…

କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୨୪ ଘଣ୍ଟାରେ ୧୫,୧୦୨ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ତେବେ କ୍ରମାଗତ ଚତୁର୍ଥ ଦିନ ପାଇଁ ୨୦,୦୦୦ ରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୧୦୨ ନୂଆ ମାମଲା ଆସିଥିବା ବେଳେ ​ ୨୭୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ ପୂର୍ବରୁ ୧୩,୪୦୫ କରୋନା…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୭ ଜିଲ୍ଲାର ୬୪ ବ୍ଲକରେ ଭୋଟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯାଉଛି । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଛି । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ…