Browsing Tag

Odisha

ଓମିକ୍ରନ ଜନିତ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ…

ରାଜ୍ୟରେ ଆଉ ୧୬୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଆଉ ୧୬୯ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଂଚଳରୁ ୭୨ ମାମଲା ରିପୋର୍ଟ ହୋଇଛି ।ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୨୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ସମ୍ବଲପୁରରୁ ୧୦, କଟକରୁ ୯,…

ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା, ଶତପ୍ରତିଶତ ଲକ୍ଷ୍ୟ ହାସଲରେ ରାଜ୍ୟରେ ପ୍ରଥମ ହେଲା ସମ୍ବଲପୁର

ସମ୍ବଲପୁର : ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ପରିଣାମ । କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା ହାସଲ କରିଛି ସମ୍ବଲପୁର । ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଶତପ୍ରତିଶତ ଟାର୍ଗେଟ୍ ପୂରଣ କରି ସମ୍ବଲପୁର ସାରା ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଉଭା ହୋଇଛି । ଆଉ ଏହି ସଫଳତା ପାଇଁ ଅତିରିକ୍ତ…

ରାଜ୍ୟରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୧୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଅଂଚଳରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୮ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭ ଆକ୍ରାନ୍ତ…

ରାଜ୍ୟରେ ଆସନ୍ତା ୪-୫ ଦିନରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା…