Browsing Tag

Odisha

ଆଜିଠୁ ରାଜ୍ୟରେ ବର୍ଷାରୁ ଆଶ୍ୱସ୍ତି, ୧୭ରୁ ଦକ୍ଷିଣ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ୱର- ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ଗତ ଦୁଇ ତିନି ଦିନ ପ୍ରବଳ ବର୍ଷା ପରେ ଆଜିଠାରୁ ଆଶ୍ୱସ୍ତି ମିଳିବ । ଆଜିଠାରୁ ଓଡିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ । ଶୀତର ପ୍ରଭାବ ରହିବ ନାହିଁ । ଆକାଶ ମେଘାଚ୍ଛନ୍ନ…

ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ ବର୍ଷା, ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ଛତ୍ରପୁରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ତାମିଲନାଡୁ ଉପକୂଳ ଓ ଆଭ୍ୟନ୍ତରୀଣ ଅଂଚଳରେ ସକ୍ରିୟ ରହିଛି । ସେହି ଅଂଚଳରୁ ଗୋଟିଏ ଟ୍ରାପ ଲାଇନ ଓଡିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ରାଜ୍ୟ ସାରା ଶୀତର ପ୍ରକୋପ

ଭୁବନେଶ୍ବର: ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଉ ଥଣ୍ଡା କୋରାପୁଟ ଜିଲ୍ଲା ବାସିନ୍ଦାଙ୍କ ଦେହକୁ ଥରାଇ ଦେଉଛି। ସୁନ୍ଦରଗଡ଼ କୁହନ୍ତୁ କିମ୍ବା ପୁରୀ, ସାରା ରାଜ୍ୟରେ ଏବେ ଶୀତ ଲହରୀ ତାର ପ୍ରଭାବ ବିସ୍ତାର କରିଲାଣି। ସନ୍ଧ୍ୟା ଶୀଘ୍ର ନଇଁ ଆସୁଥିବା ବେଳେ ରାତି ଏବେ ଅପେକ୍ଷାକୃତ ଲମ୍ବା।…

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ଆସିଲା ୪ଟି ପ୍ରସ୍ତାବ

ଭୁବନେଶ୍ୱର - ଆଗାମୀ ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈକରେ ୪ଟି ପ୍ରସ୍ତାବ ରଖାଯାଇଛି । ମଦମୁକ୍ତ ନିର୍ବାଚନ ପାଇଁ ଭୋଟ୍‌ର ୭ ଦିନ ପୂର୍ବରୁ ମଦ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ…