Browsing Tag

Odisha

ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଓ ସୁନ୍ଦରଗଡରୁ ୯୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗୀରରୁ ୪୨୬,…

କୋଭିଡ ସମୟରେ ମାନବିକତାର ଦୂତ

ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ…

କୋଭିଡ୍ ବିରୋଧରେ ଅଭିଜିତ୍‌ଙ୍କ ଭିନ୍ନ ଏକ ସଂଗ୍ରାମ

ଡାକ୍ତରଖାନାର ଶଯ୍ୟା ଉପରେ ଥିଲା ମୋଟା ମୋଟା ବହି, ଖାତା ଆଉ କାର୍ଡବୋର୍ଡ। ପେନ୍, ପେନ୍‌ସିଲ୍, କାଲକୁଲେଟର୍ ଆଉ ମୋବାଇଲ୍ ପାଖରେ ରଖି ପଢୁଥିଲେ ଜଣେ ଯୁବକ। ଯେକେହି ନିଶ୍ଚିତ ଭାବେ ଏଥିରେ ଆଶ୍ଚର୍ଯ୍ୟ ହେବେ ଯେ ଚିକିତ୍ସାଳୟରେ ବିଦ୍ୟାଳୟ ଭଳି ଦୃଶ୍ୟ। କିନ୍ତୁ ଭିନ୍ନ ଏକ ସଂଗ୍ରାମର ଏଭଳି…

ରାଜ୍ୟରେ ଏକ କୋଟି ଟପିଲା କୋରୋନା ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ଏକ କୋଟି ଟପିଛି । ଏହି ସଫଳତା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଅବିରତ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବେ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିବା ମୁଖ୍ୟମନ୍ତ୍ରୀ…