Browsing Tag

Odisha

ରାଜ୍ୟର ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା, ମାର୍ଶାଘାଇରେ ସର୍ବାଧିକ ୨୩୪ ମି.ମି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ମାର୍ଶାଘାଇରେ ସର୍ବାଧିକ ବର୍ଷା ପରିମାଣ ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଏଠାରେ ୨୩୪ ମି.ମି ବର୍ଷା ହୋଇଛି । ଚଂପୁଆରେ୨୧୦ , ବୌଦ୍ଧରେ ୨୦୮.୨ ବାରିପଦାରେ ୨୦୬ ମି.ମି ବର୍ଷା ରେକର୍ଡ…

ଲଘୁଚାପ ପ୍ରଭାବ : ୯ ଜିଲ୍ଲାରେ ଭୀଷଣ ବର୍ଷା ପୂର୍ବାନୁମାନ, ରେଡ୍ ୱାର୍ନିଂ ଜାରି , ଭଦ୍ରକ ଆଖୁଆପଦାରେ ବଢୁଛି ବୈତରଣୀ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ଟି ଜିଲ୍ଲା ପାଇଁ ଜାରି କରାଯାଇଛି ରେଡ୍ ୱାର୍ନିଂ । ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ ଓ ସୋନପୁର ଜିଲ୍ଲା । ଏସବୁ ଜିଲ୍ଲାଗୁଡିକରେ…

ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖା ୫୦ ହଜାର ପାର,ଗଂଜାମ ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତ , ବ୍ରହ୍ମପୁରରେ କଟକଣା…

ଭୁବନେଶ୍ୱର/ବ୍ରହ୍ମପୁର : କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । କୋରେ।।ନରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ଅନୁସାରେ ରେକର୍ଡ ୧ ହଜାର ୯୨୭…

କୋଭିଡ ଟେଷ୍ଟିଂ କ୍ଷେତ୍ରରେ ବହୁ ବଡ ରାଜ୍ୟକୁ ପଛେରେ ଛାଡିଲା ଓଡିଶା, ଦେଶରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ

ଭୁବନେଶ୍ୱର: କୋରୋନା ବିରୋଧୀ ଲଢେଇରେ ଓଡିଶାକୁ ସଫଳତା । ମହାମାରୀ ନିୟନ୍ତ୍ରଣ ପାଇଁ ନମୁନା ପରୀକ୍ଷଣ କ୍ଷେତ୍ରରେ ଦେଶର ବଡ ବଡ ରାଜ୍ୟ ପ୍ରତି ଆଦର୍ଶ ପାଲଟିଛି ଓଡିଶା । ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ପ୍ରତିଦିନ ଅଧିକ ଟେଷ୍ଟିଂ ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା…