Browsing Tag

Omicron Variant

ଡେଲଟା ଅପେକ୍ଷା ଓମିକ୍ରନ୍ ତିନି ଗୁଣ ଅଧିକ ସଂକ୍ରାମକ, ରାଜ୍ୟମାନଙ୍କୁ ଚେତାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଡେଲଟା ଅପେକ୍ଷା କରୋନାର ଓମିକ୍ରନ୍ ଭାରିଆଣ୍ଟ ଅତି କମରେ ତିନି ଗୁଣ ଅଧିକ ସଂକ୍ରାମକ। ଏଥିପାଇଁ ଜିଲ୍ଲା ଓ ସ୍ଥାନୀୟ ସ୍ତରରେ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଗୁଡ଼ିକୁ ସକ୍ରିୟ କରିବାକୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ମଙ୍ଗଳବାର କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ରାଜ୍ୟ…

ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଆତଙ୍କିତ ନ ହୋଇ ସତର୍କ ରହିବାକୁ କହିଲେ ଜନସ୍ୱାସ୍ଥ୍ୟ…

ଭୁବନେଶ୍ୱର- ଓଡିଶାରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ,ଓମିକ୍ରନ ଚିହ୍ନଟ ହେବା ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । ଆମକୁ ସତର୍କ…

ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ସ୍ଥିତ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ଓଡିଶା ଫେରିଥିଲେ ।

ଘାରିଲା ଓମିକ୍ରନ୍‌ ଭୟ: ଛୁଟିଦିନର କାର୍ଯ୍ୟକ୍ରମ ବାତିଲ କରିବାକୁ ଲୋକଙ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ଛୁଟିରେ ନିଜର କିଛି ପ୍ରସ୍ତାବିତ କାର୍ଯ୍ୟକ୍ରମ ଯୋଜନା ବାତିଲ କରିବାକୁ ନିବେଦନ କରିଛି। ହୁ'ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜୀବନ ପ୍ରତି…

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍, ମୋଟ ମାମଲା ୧୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ଦିନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୦ ନୂଆ ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ୨୬ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ତିନି ଦିନ ହେଲା ଦେଶରେ ଓମିକ୍ରନ୍ ସଂକ୍ରମଣ ଗତି ବଢୁଛି ।…

ଓମିକ୍ରନ ଜନିତ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମର୍ଥ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ…