Browsing Tag

Omicron Variant

ଦେଶର ୧୧ ରାଜ୍ୟରେ ୧୦୧ ଓମିକ୍ରନ୍ ମାମଲା ଚିହ୍ନଟ, ଅଣଜରୁରୀ ଯାତ୍ରା ଏଡାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ୧୦୦ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୧୧ଟି ରାଜ୍ୟରେ ଏଯାବତ୍ ଏହି ଭାରିଆଣ୍ଟର ମୋଟ ୧୦୧ ମାମଲା ରିପୋର୍ଟ ହୋଇଛି। ସେ କହିଛନ୍ତି ଯେ ଗତ ୨୦ ଦିନ ଧରି ଦୈନିକ କୋଭିଡ ସଂକ୍ରମଣ…

ଦିଲ୍ଲୀରେ ଆଉ ୧୦ ଓମିକ୍ରନ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଭାରିଆଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଏହି ନୂଆ କୋଭିଡ୍-୧୯ ଭାରିଆଣ୍ଟ୍ ଜନିତ ମାମଲା କ୍ରମାଗତ ଭାବେ ବଢୁଛି । ରାଜଧାନୀ ଦିଲ୍ଲୀ ଏଥିରୁ ବାଦ୍ ପଡ଼ିନାହିଁ । ଦିଲ୍ଲୀରେ ଓମିକ୍ରନର ଆଉ ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି | ଫଳରେ…

ସବୁ କୋଭିଡ ଟିକା ଓମିକ୍ରନରୁ ସୁରକ୍ଷା ଦେବ, ଟିକା ନେଲେ ମୃତ୍ୟୁ ଆଶଙ୍କା କମ୍ ରହିବ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା…

ଦେଶରେ ବଢୁଛି ଓମିକ୍ରନ୍ ମାମଲା, ମହାରାଷ୍ଟ୍ର ଓ ଗୁଜରାଟରେ ଆଉ ୩ ରୋଗୀ ଚିହ୍ନଟ, ମୋଟ ମାମଲା ୪୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି। ଗତକାଲି ମହାରାଷ୍ଟ୍ରର ଓମିକ୍ରନ୍‌ରେ ଆଉ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଦୁହେଁ ଦୁବାଇ ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରୁ ଗୁଜରାଟକୁ ଫେରିଥିବା ଜଣେ ବ୍ୟକ୍ତି ମଧ୍ୟ ଓମିକ୍ରନ୍‌ରେ ସଂକ୍ରମିତ…

ଓମିକ୍ରନ୍ ଭାରିଆଣ୍ଟ ପାଇଁ ଆଇସିଏମଆର ବୈଜ୍ଞାନିକ ପ୍ରସ୍ତୁତ କଲେ କିଟ୍, ମାତ୍ର ଦୁଇ ଘଣ୍ଟାରେ ଜଣାପଡ଼ିବ ରେଜଲ୍ଟ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ଓମିକ୍ରନ୍ ବିପଦ ବଢୁଛି | ଇତି ମଧ୍ୟରେ ଆଇସିଏମଆର ବୈଜ୍ଞାନିକମାନେ ଓମିକ୍ରନ୍ ଭାରିଆଣ୍ଟ ଟେଷ୍ଟ କରିବା ପାଇଁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି | ଓମିକ୍ରନ୍ ଟେଷ୍ଟିଂ ପାଇଁ ଏହି କିଟ୍ ଉତ୍ତର-ପୂର୍ବର ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର…