Browsing Tag

Otv

ଓଟିଭି ବିରୋଧରେ ଆଉ ଏକ ଜମି ଜବରଦଖଲ ମାମଲା, ପଟିଆରେ ଇଡକୋ ଜମିକୁ କବ୍‌ଜା କରିଛି କଂପାନି, ମିଳିତ ଯାଂଚ ପରେ ପଦାରେ…

ଭୁବନେଶ୍ୱର- ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ଆଉ ଏକ ଜମି ହଡପ ଅଭିଯୋଗ ମାମଲା ଆସିଛି । ଖୋର୍ଧା ଜିଲ୍ଲାର ସରୁଅରେ ଜମି ଜବରଦଖଲ ଅଭିଯୋଗର କ୍ରାଇମବ୍ରାଂଚ ତଦନ୍ତ ଚାଲିଥିଲା ବେଳେ ଏବେ ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଆଉ ଏକ ଅଭିଯୋଗ ସାମନାକୁ ଆସିଛି ।…