Browsing Tag

Pfizer

ଭାରତରେ ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ଆବେଦନ ପ୍ରତ୍ୟାହାର କଲା ଫାଇଜର

ନୂଆଦିଲ୍ଲୀ - ଆମେରିକୀୟ ଔଷଧ କମ୍ପାନୀ ଫାଇଜର ନିଜ କୋଭିଡ୍ ଟିକାର ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ କରିଥିବା ଆବେଦନକୁ ପ୍ରତ୍ୟାହାର କରିଛି । ପ୍ରଥମ କମ୍ପାନୀ ଭାବେ ଫାଇଜର ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଥିଲା । ଫେବୃୟାରୀ ୩ରେ କୋଭିଡ୍ ଟିକା ଉପରେ ଗଠିତ…