Browsing Tag

Pink Ball Test

ପିଙ୍କ୍ ବଲ୍ ଟେଷ୍ଟକୁ ଦୁଇଦିନରେ ଜିତିଲା ଭାରତ, ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା

ଅହମ୍ମଦାବାଦ - ସ୍ପିନ ଯୋଡି ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ପୁଣିଥରେ ଘାତକ ପ୍ରଦର୍ଶନ ସହାୟତାରେ ଭାରତ ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ମାତ୍ର ଦୁଇ ଦିନ ଭିତରେ ଜିତିନେଇଛି । ସ୍ପିନରଙ୍କ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚରେ ଅକ୍ଷର-ଅଶ୍ୱିନ ପୁଣି…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ, ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨, ଭାରତ ୯୯/୩

ଅହମ୍ମଦାବାଦ- ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ହୋଇଛି | ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ତିନୋଟି ୱିକେଟ୍ ହରାଇ ୯୯ ରନ୍ କରିଛି। ଭାରତୀୟ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ ମାତ୍ର ୧୩ ରନ୍ ପଛରେ ରହିଛି। ରୋହିତ ଶର୍ମା ୫୭ ରନ ଏବଂ ଅଜିଙ୍କ୍ୟ ରାହାଣେ ୧ ରନ୍…