Browsing Tag

Puducherry Floor Test

ପୁଡୁଚେରୀ: ଆସ୍ଥା ଭୋଟ୍‌ରେ ହାରିବା ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

ଚେନ୍ନାଇ – କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟିଛି । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟ୍‌ରେ କଂଗ୍ରେସ ସରକାର ପରାସ୍ତ ହୋଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଇସ୍ତଫା ଦେଇଛନ୍ତି । ଆସ୍ଥା ଭୋଟ୍ ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହରୁ ୱାକ୍…