ରଥଯାତ୍ରା ର ରୋଚକ ତଥ୍ୟ- ଆଜି ଜାଣିବା ଦର୍ପଦଳନ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି କଥା
ସୃଷ୍ଟିର ସମସ୍ତ ଶୁଭର ଭାବ ଯାହାଙ୍କ ଠାରେ ବିଦ୍ୟମାନ ସେ ହେଉଛନ୍ତି ଦେବୀ ସୁଭଦ୍ରା। ବୈଦିକ ସାହିତ୍ୟରେ ବର୍ଣ୍ଣିତ ଏକନଂଶା ଦେବୀଙ୍କ ପରବର୍ତ୍ତୀ ସ୍ୱରୂପ ହିଁ ସୁଭଦ୍ରା। ଏକନଂଶା ଶବ୍ଦର ଅର୍ଥ ହେଉଛି 'ବ୍ରହ୍ମମାୟା'। ବ୍ରହ୍ମଙ୍କ ଅବିଛିର୍ଣ୍ଣ ଅଙ୍ଗ ହେତୁ ସିଏ ଜୀବାତ୍ମାର ଗତି…