Browsing Tag

RBI

ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନା ଉଦ୍ୟମକୁ ରିଜର୍ଭ ବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର- ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନାକୁ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ରିପୋର୍ଟରେ ସ୍ଥାନ ଦିଆଯାଇଛି । ଏ ଦିଗରେ ରାଜ୍ୟରେ ନବୀନ ସରକାରଙ୍କ ତିନି ପର୍ଯ୍ୟାୟ ଆଭିମୁଖ୍ୟ ସଂପର୍କରେ ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ,…

ରେପୋ ରେଟ୍ ଅପରିବର୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଗୃହ ଓ ଗାଡି ଋଣ ସୁଧ କମିବ ନାହିଁ

ମୁମ୍ବାଇ- ରେପୋ ରେଟ୍ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ୍ । ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପରେ ଏହି ନିଷ୍ପତି ନେଇଛି ବ୍ୟାଙ୍କ୍ । ପୂର୍ବପରି ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩ ଦଶମିକ ୩୫ ପ୍ରତିଶତ ରହିବ । ଫଳରେ ଘର ଓ ଗାଡି…