Browsing Tag

Riya granted conditional bail

ଡ୍ରଗ୍ସ ମାମଲା: ରିୟାଙ୍କୁ ସର୍ତମୂଳକ ଜାମିନ ଦେଲେ ବମ୍ବେ ହାଇକୋର୍ଟ, ଭାଇ ସୌଭିକଙ୍କ ଆବେଦନ ଖାରଜ

ମୁମ୍ବାଇ- ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ରିୟାଙ୍କୁ ସର୍ତମୂଳକ ଜାମିନ ମିଳିଛି । କିନ୍ତୁ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ରିୟାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା…