Browsing Tag

Salman Khan

ସଲମାନଙ୍କ ଡ୍ରାଇଭର, ଦୁଇ ଷ୍ଟାଫ୍ କରୋନା ପଜିଟିଭ୍, ଆଇସୋଲେସନରେ ଭାଇଜାନ୍

ମୁମ୍ବାଇ – ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ଓ ଦୁଇଜଣ ଷ୍ଟାଫ୍ କରୋନା ପଜିଟିଭ୍ ହୋଇଛନ୍ତି । ଏହା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେସନରେ ରହିଛନ୍ତି । ସତର୍କତା ମୂଳକ ପଦକ୍ଷେପ ଭାବେ ସଲମାନଙ୍କ ସହ ତାଙ୍କ ପରିବାରର ସବୁ ସଦସ୍ୟ ୧୪ ଦିନ ପର୍ଯର୍୍ୟନ୍ତ ଆଇସୋଲେସନରେ ରହିବାକୁ…