Browsing Tag

Test positive

ସଚିନ ତେନ୍ଦୁଲକର କରୋନା ସଂକ୍ରମିତ

ମୁମ୍ବାଇ – ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇଛନ୍ତି । ସଚିନ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସଚିନ କହିଛନ୍ତି । ସଚିନ କହିଛନ୍ତି, ସେ କରୋନାରୁ ଦୂରେଇ ରହିବା…