Browsing Tag

TMC

ତୃଣମୂଳ କଂଗ୍ରେସରେ ଯୋଗଦେଲେ ଲିଆଣ୍ଡର୍ ପେସ୍

ପାଣାଜି: ଭାରତୀୟ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ଆଜି ଗୋଆରେ ଟିଏମସିରେ ସାମିଲ ହୋଇଛନ୍ତି । ତୃଣମୂଳ କଂଗ୍ରେସ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି ।…

କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେଲେ ସୁସ୍ମିତା ଦେବ

କୋଲକାତା: କଂଗ୍ରେସରୁ ଇସ୍ତଫା ଦେଇଥିବା ସୁସ୍ମିତା ଦେବ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁସ୍ମିତା ଟିଏମସିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓ’ବ୍ରାଏନ୍ ମଧ୍ୟ ଉପସ୍ଥିତ…

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିଜୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମମତା

କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ନନ୍ଦିଗ୍ରାମରେ ଭୋଟ୍ ଗଣତିରେ ଅନିୟମିତତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମମତାଙ୍କ ପିଟିସନ୍ ଉପରେ ଆଜି…