Browsing Tag

Two-day national mourning announced

ଲତା ମଙ୍ଗେସକରଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ମୁମ୍ବାଇ: ନିଜ ସୁମଧୁର ସ୍ୱରରେ ପିଢ଼ି ପରେ ପିଢ଼ି ଶ୍ରୋତାଙ୍କୁ ବିମୁଗ୍ଧ କରିଥିବା କୋକିଳକଣ୍ଠୀ ଭାରତ ରତ୍ନା ଲତା ମଙ୍ଗେସକର ଆଜି ଦେହାନ୍ତ ହୋଇଛି | କରୋନା ପଜିଟିଭ଼ ଚିହ୍ନଟ ହେବା ପରେ ଲତାଙ୍କୁ ଗତ ୨୯ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି…