Browsing Tag

Uttarakhand

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ: ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ପୁଷ୍କର ସିଂ ଧାମିଙ୍କୁ ନେତା ଭାବେ ମନୋନୀତ କରାଯାଇଛି । ପୁଷ୍କର ସିଂ ଧାମି ଖତିମା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ସେ ଏହି ଆସନରୁ ଦୁଇଥର ନିର୍ବାଚିତ ହୋଇଛନ୍ତି।…