Browsing Tag

Vigilance Raids

ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିରୋଧରେ ଦ୍ୱିତୀୟ ଦିନରେ ବି ଭିଜିଲାନ୍‌ସ ଚଢାଉ ଜାରି, ୧୨ଟି ସ୍ଥାନରେ ରେଡ୍

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିଭିନ୍ନ ଠିକଣାରେ ଲଗାତର ଦ୍ୱିତୀୟ ଦିନ ବି ଚଢାଉ ଚାଲିଛି । ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ପାଠକଙ୍କ ସରକାରୀ ବାସଭବନରେ ରାତିସାରା ଛକି ବସିଥିଲା ଭିଜିଲାନଓ । ଓଡିଶା ଇତିହାସରେ ସବୁଠାରୁ ବଡ…

ଆୟ ବହିର୍ଭୁତ ସଂପତି ଠୁଳ ମାମଲା, ଭିଜିଲାନ୍ସ ଜାଲରେ ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ

ଭୁବନେଶ୍ୱର - ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍ ବେହେରାଙ୍କ କଟକ ଓ ଭୁବନେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ…