Browsing Tag

Vigilance Raids

ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ଡିଡିସିଇ କର୍ମଚାରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଫସିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଡିଡିସିଇ କର୍ମଚାରୀ । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ସଂପୃକ୍ତ କର୍ମଚାରୀ ଅଶୋକ କୁମାର ମିଶ୍ରଙ୍କ ୫ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଅଶୋକଙ୍କ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ ହୋଇଛି…

ଭିଜିିଲାନ୍ସ ଜାଲରେ ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ

ନବରଙ୍ଗପୁର - ଭିଜିିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ । ସରକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ପାପଡାହାଣ୍ଡି ନିକଟରେ ଚଢାଉ ହୋଇଥିଲା । ଗାଡିରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ୩ ଅଧିକାରୀ ଓ ଗାଡିରେ ଥିବା ଅନ୍ୟ ଲୋକଙ୍କୁ…

ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲାର ଶିକ୍ଷକ

ଭୁବନେଶ୍ୱର- ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୂଚନା ଅନୁସାରେ ଆଜି ସକାଳେ ଭିଜିଲାନ୍ସ ଟିମ୍ ଦୁଷ୍ମନ୍ତ ନାୟକଙ୍କ ପୈତୃକ ଗାଁ ଜଙ୍ଗଲପାଡୁ ସମେତ ପାରଳାଖେମୁଣ୍ଡି ସହରର ୮ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି ।…

ଭିଜିଲାନ୍ସ ହାବୁଡରେ ଜିପିଏଚ୍ ବିଭାଗ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼: ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଜନ ସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ସୁନ୍ଦରଗଡ଼ ଏଡିବି କଲୋନୀ ସ୍ଥିତ ବାସ ଭବନରେ ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ପୂର୍ବରୁ ଥିଲା ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ।…

ଭିଜିଲାନ୍ସ ଜାଲରେ ପଂଚାୟତ ନିର୍ବାହୀ ଅଧିକାରୀ

ବରଗଡ- ଭିଜିଲାନ୍ସ ରାଡାରରେ ଆସିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଂଚାୟତ ନିର୍ବାହୀ ଅଧିକାରୀ । ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଚଢାଉ କରିଛି ଭିଜିିଲାନ୍ସ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଏ ନେଇ ବିସ୍ତୃତ…

ଅଭୟକାନ୍ତଙ୍କ ଅୟସ : ଦ୍ୱିତୀୟ ଦିନ ଚଢାଉ ପରେ ଭିଜିଲାନ୍ସର ସୂଚନା, ମିଳିଛି ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା, ପୁଅ…

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ ପରେ ଜବତ ସଂପତି ସଂପର୍କରେ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ ଅଭୟଙ୍କଠାରୁ ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା ମିଳିଛି । ୨୩ ଲକ୍ଷ ଟଙ୍କାର ସୁନାକିଣା ରସିଦ ମଧ୍ୟ ଜବତ ହୋଇଛି । ପୁଅ ନାଁରେ ୯ କୋଟି ୪୦ ଲକ୍ଷ ଟଙ୍କାର…