Browsing Tag

VIP culture

ଭିଆଇପି କଲଚର ଓ ଅଯଥା ସରକାରୀ ଆଡମ୍ବର

ଉଚ୍ଚ ପଦପଦବୀରେ ଥାଇ ବି ଅନେକ ବ୍ୟକ୍ତି ଏମିତି ଅଛନ୍ତି, ଯେଉଁମାନେ କି ଆଡମ୍ବରପୂର୍ଣ୍ଣ ଜୀବନଶୈଳୀକୁ ପସନ୍ଦ କରି ନଥାନ୍ତି । ସାଧାସିଧା ଜୀବନଯାପନ କରିଥାନ୍ତି । କାର୍ଯ୍ୟକ୍ଷେତ୍ରରେ ବି ସେମାନଙ୍କ ନିରାଡମ୍ବର ଶୈଳୀ ପ୍ରତିଫଳିତ ହୋଇଥାଏ । ସରକାରୀ ପ୍ରୋଟକଲ ଅନୁସାରେ ସେମାନଙ୍କୁ ମିଳୁଥିବା…