Browsing Tag

Voter ID

ନିର୍ବାଚନ କମିଶନଙ୍କ ଅନୁମତି: ଟିକାକରଣ ପାଇଁ ଭୋଟରଙ୍କ ତଥ୍ୟ ବ୍ୟବହାର କରିପାରିବେ ସରକାର

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ । ବିଶ୍ୱର ଏହି ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଭାରତର ନିର୍ବାଚନ କମିଶନ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଟିକାକରଣ ପାଇଁ ବୁଥ୍ ସ୍ତରରେ ହିତାଧିକାରୀଙ୍କୁ ଯେଭଳି ସହଜରେ ଚିହ୍ନଟ…