Browsing Tag

WHO

ପୁଣି ବଢ଼ୁଛି କୋଭିଡ୍ ମୃତ୍ୟୁ, ନୂଆ ଲହର ପାଇଁ ପ୍ରସ୍ତୁତ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକଙ୍କ…

ନୂଆଦିଲ୍ଲୀ: ବିଶ୍ୱରେ ପୁଣିଥରେ କରୋନା ମୁଣ୍ଡ ଟେକିବାରେ ଲାଗିଛି। କିଛି ମାସ ପୂର୍ବେ ସ୍ଥିତି ନିୟନ୍ତ୍ରଣରେ ଥିଲା । କିନ୍ତୁ ଏବେ ପୁଣି ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ପରିବର୍ତ୍ତନଶୀଳ ଧାରାକୁ ହୃଦୟଙ୍ଗମ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଲହର ନେଇ ଆଲର୍ଟ ଜାରି…

ମଙ୍କିପକ୍ସ ଭାଇରସର ମ୍ୟୁଟେସନ୍ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଖୁଲାସା

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ଭାଇରସ ଶୀଘ୍ର ବ୍ୟାପିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏକ ବଡ଼ ଖୁଲାସା କରିଛି। ଡବ୍ଲୁଏଚ୍ଓ କହିଛି ଯେ ମଙ୍କିପକ୍ସ ଭାଇରସର 'ପ୍ରକାର' ଏହାର ଉତ୍ପତ୍ତି ଦେଶ ତଥା ଅନ୍ୟ ପ୍ରଭାବିତ…

ଓମିକ୍ରନ୍ ଯୋଗୁଁ ଦେଶର ଅନେକ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ, ହାଲୁକା ଭାବେ ନ ନେବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୩ ଲକ୍ଷ ଅତିକ୍ରମ କରୁଛି | ଅନ୍ୟପକ୍ଷେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆଗାମୀ ଦିନରେ ଓମିକ୍ରନ୍ ମାମଲା ଆହୁରି ଦ୍ରୁତ ଗତିରେ ବଢିପାରେ | ଏଭଳି ସ୍ଥିତିରେ ଅନେକ ବିଶେଷଜ୍ଞ କରୋନା ପ୍ରତି ଯତ୍ନବାନ ହେବାକୁ…

‘ହୁ’ର ଚେତାବନୀ: ଓମିକ୍ରନ୍ ବିସ୍ଫୋରଣରୁ ସୃଷ୍ଟି ହୋଇପାରେ ଆହୁରି ଘାତକ ଭାରିଆଣ୍ଟ୍

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି | କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ଅନେକ ଦେଶର ଚିନ୍ତା ବଢାଇ ଦେଇଛି | ଓମିକ୍ରନର ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶ କଟକଣା କଡ଼ାକଡ଼ି କରିଛନ୍ତି | ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ…

ଘାରିଲା ଓମିକ୍ରନ୍‌ ଭୟ: ଛୁଟିଦିନର କାର୍ଯ୍ୟକ୍ରମ ବାତିଲ କରିବାକୁ ଲୋକଙ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ଛୁଟିରେ ନିଜର କିଛି ପ୍ରସ୍ତାବିତ କାର୍ଯ୍ୟକ୍ରମ ଯୋଜନା ବାତିଲ କରିବାକୁ ନିବେଦନ କରିଛି। ହୁ'ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜୀବନ ପ୍ରତି…