କଟକ ଓ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍
କଟକ- କଟକରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବଢିବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ । ହୋଟେଲ, ମଣ୍ଡପ, କ୍ଲବରେ ଡିସେମ୍ବର ୩୧ ତାରିଖରେ ଭିଡ ଜମାଇବାକୁ ମନା କରିଛି ସିଏମସି । ଲୋକେ ଘରେ ରହି ନୂଆ ବର୍ଷ…