ସ୍ୱେଚ୍ଛାକୃତ ରକ୍ତଦାନ ଦିବସ : କୋରୋନା ସମୟରେ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର- ଅକ୍ଟୋବର ପହିଲାକୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟରେ ଜଡିତ ଲୋକଙ୍କୁ ସାଧୁବାଦ ଜଣାଇଛନ୍ତି । କୋରୋନା ମହାମାରୀ ବେଳେ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ଜୀବନ ବଂଚାଉଥିବା ପ୍ଲାଜମାଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.