ଟିକାକରଣ ପାଇଁ ଆମେ ପ୍ରସ୍ତୁତ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ୧୦ ଦିନ ମଧ୍ୟରେ ରାଜ୍ୟରେ ଟିକା ପହଂଚିବା ସମ୍ଭାବନା ରହିଛି । ଟିକା ପହଂଚିବାପ ଦିନେ ଦୁଇଦିନ ମଧ୍ୟରେ ଟିକାକରଣ ଆରମ୍ଭ କରାଯିବ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଡିଏମଇଟି ସି.ବି.କେ ମହାନ୍ତି । ସେ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଯେଉଁ ଦୁଇଟା ଟିକା ଆସିଛି, ତାହାକୁ ୨ଟି ଡୋଜରେ ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.