ଅଠରନଳା ପୋଲ ଉପରେ ଆଜିଠାରୁ ଯାତାୟତ ବନ୍ଦ

ପୁରୀ- ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଯାତାୟତକୁ ବନ୍ଦ କରିଦିଆଯାଇଛି । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟତ ଉପରେ କଟକଣା ଲାଗିଛି । ପ୍ରାଚୀନ କୀର୍ତ୍ତିୀରାଜି ହୋଇଥିବାରୁ ଅଠରନଳା ପୋଲର ସୁରକ୍ଷା କରାଯିବ । ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ ହେବ ।

Comments are closed.