ଅନଲାଇନରେ ପୁଣି ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ – ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ । ପିନରେଷ୍ଟ ନାମକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଅନଲାଇନରେ ମହାପ୍ରସାଦ ବିକ୍ରି ହେଉଥିବା ଖବର ନେଇ ସେବାୟତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ସେମାନେ ନିନ୍ଦା କରିବା ସହ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବାକୁ ନିଷ୍ପତି ହୋଇଛି ବୋଲି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଂଟିଆ କହିଛନ୍ତି ।

Comments are closed.