ଆଇପିଏଲ ନିଲାମ ପ୍ରକ୍ରିୟାରେ ଓଡିଶାର ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି

ମୁମ୍ବାଇ – ଆଇପିଏଲ ନିଲାମ ପ୍ରକ୍ରିୟାରେ ଓଡିଶାର ଦୁଇ କ୍ରିକେଟର ବି ସାମିଲ ହେବେ । ସେମାନେ ହେଲେ ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି । ଉଭୟ ଖେଳାଳି ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ ବର୍ଗରେ ରହିଛନ୍ତିି । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଏହି ଦୁଇ କ୍ରିକେଟରଙ୍କ ସମେତ ମୋଟ ୬ ଜଣଙ୍କ ନାଁ ସୁପାରିଶ କରିଥିଲା ଓଡିଶା କ୍ରିକେଟ ଆସୋସିଏସନ-ଓସିଏ । ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଆଇପିଏଲ ଖେଳାଳି ନିଲାମ ।

 

Comments are closed.