ଆଜି ରାଜ୍ୟ କ୍ୟାବିନେଟ, ୧୨ରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ବୈଠକରେ ଓଡିଶା କୃଷି ଉତ୍ପାଦ ବିପଣନ-ଓଏପିଏମ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିପାରେ । ବିଦାୟୀ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଏହା ଶେଷ ବୈଠକ । ସଂଧ୍ୟା ସାଢେ ୫ଟାରେ ହେବାକୁ ଥିବା ବୈଠକ ଭର୍ଚୁଆଲ୍ ମୋଡ୍‌ରେ ହେବ ।

Comments are closed.