Browsing Tag

Cabinet Meeting

କ୍ୟାବିନେଟ ନିଷ୍ପତ୍ତି : ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ, ୫ ମହାନଗରର ପାଇଁ କାର୍ଯ୍ୟକାରୀ ହେବ ଜାଗା…

ଭୁବନେଶ୍ୱର – ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବ । ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ୨୦୨୨ରୁ ଲାଗୁ ହେବ ସପ୍ତମ ବେତନ କମିଶନ ସୁପାରିଶ । ଏହା ଦ୍ୱାରା ୨୬ ହଜାର ଶିକ୍ଷକ, ଅଧ୍ୟାପତ ଓ ଅଣଶିକ୍ଷକ ଉପକୃତ ହେବେ…

ରାଜ୍ୟ କ୍ୟାବିନେଟ ବୈଠକ : ପ୍ରମୁଖ ନିଷ୍ପତ୍ତି

ଭୁବନେଶ୍ୱର – ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଂଟର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିପାଇଁ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଚର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଦିନ ସାଢେ ୧୨ଟାରେ ବସିବାକୁ ଥିବା ଏହି ବୈଠକରେ ୧୦ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଡି ହେବେ । ଅନ୍ୟ କ୍ୟାବିନେଟ…

ଆଜି ରାଜ୍ୟ କ୍ୟାବିନେଟ, ୧୨ରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ବୈଠକରେ ଓଡିଶା କୃଷି ଉତ୍ପାଦ ବିପଣନ-ଓଏପିଏମ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିପାରେ । ବିଦାୟୀ ମୁଖ୍ୟ…

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଦେଶରେ ଖୋଲିବ ୧ କୋଟି ଡାଟା ସେଣ୍ଟର, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରି

ନୂଆଦିଲ୍ଲୀ - ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲାଯିବ । ଏହି ଯୋଜନାକୁ ‘ପ୍ରଧାନମନ୍ତ୍ରୀ ୱାଇଫାଇ ଏକ୍ସପ୍ରେସ୍ ଇଣ୍ଟରଫେସ’ ଭାବେ ନାମିତ କରାଯାଇଛି । ଏହି ଯୋଜନା ମୁତାବକ ସାରା ଦେଶରେ ଡିଜିଟାଲ ଭିତ୍ତିଭୂମିକୁ ଆହୁରି ମଜବୁତ କରାଯିବ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…