ଆସନ୍ତାମାସରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି

ଭୁବନେଶ୍ୱର- ସରକାରୀ କାର୍ଯ୍ୟାଳୟଗୁଡିକ ଲାଗି ଜାରି ହୋଇଛି ଫେବ୍ରୁଆରୀ ମାସର ଗାଇଡଲାଇନ । ଆସନ୍ତାମାସରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ କଟକ ଓ ଭୁବନେଶ୍ୱରର ସମସ୍ତ କାର୍ଯ୍ୟାଳୟ । କୋରୋନା ଗାଇଡଲାଇନ୍ସରେ ଚାଲିବ ସବୁ ଅଫିସ । ଶାରୀରିକ ଦୂରତା ରଖିବା ବାଧ୍ୟତାମୂଳକ । ତେବେ, ଶନିବାର ଦିନ ସବୁ ସରକାରୀ ଅଫିସ ବନ୍ଦ ରହିବ । ପୂର୍ବରୁ ସଂକ୍ରମଣ ପାଇଁ ଅଧା କର୍ମଚାରୀରେ ଅଫିସ ଚାଲୁଥିଲା ।

Comments are closed.