କଟକ-ପୁରୀ ବାଇପାସ ରୋଡରେ ଏଲଇଡି ଆଲୋକୀକରଣର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ-ପୁରୀ ବାଇପାସ ରୋଡ୍ ( ପଳାଶୁଣୀ ଛକରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ) ୧୨ କିଲୋମିଟର ରାସ୍ତାରେ ଏଲଇଡି ଷ୍ଟ୍ରିଟଲାଇଟ୍ ପ୍ରକଳ୍ପକୁ ଆଜି ଲୋକାର୍ପଣ କରିବେ । ଟଙ୍କପାଣି ସାଇ ମନ୍ଦିର ଛକରେ ଆଜି ସଂଧ୍ୟା ୫ଟା ୪୫ ମିନିଟରେ ଲୋକାର୍ପଣ ଉତ୍ସବ ହେବ ।

Comments are closed.