କେନ୍ଦ୍ର ଦ୍ୱାରା ଆଂବଟିତ ଟିକାର ସଠିକ ବ୍ୟବହାର ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ଆଂବଟିତ ଟିକାକୁ ସଠିକ୍ ଭାବେ ବ୍ୟବହାର କରାଯାଇଛି । ନଷ୍ଟ ଆଶଙ୍କାରେ ଆସୁଥିବା ଅତିରିକ୍ତ ଟିକାକୁ ମଧ୍ୟ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦକ୍ଷତା ଓ ସ୍ୱାସ୍ଥ୍ୟସେବା ପାଇଁ ସେମାନେ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.