କ୍ୟାପିଟାଲ ହସପିଟାଲରୁ ଗଡିଲା କୋଭିଡ ଟେଷ୍ଟିଂ ଭ୍ୟାନ

ଭୁବନେଶ୍ୱର- ଆଜିଠାରୁ କ୍ୟାପିଟାଲ ହସପିଟାଲରୁ ଗଡିଛି କୋଭିଡ ଟେଷ୍ଟିଂ ଭ୍ୟାନ୍ । ରାଜଧାନୀରେ ଘର ଘର ବୁଲି କୋଭିଡ ଟେଷ୍ଟ କରିବ ଏହି ଭ୍ୟାନ୍ । ୫ ଶହ ଲୋକ ଭ୍ୟାନ ଦ୍ୱାରା ଦୈନିକ କୋଭିଡ ପରୀକ୍ଷା କରିପାରିବେ । ଗାଡିର ଗୋଟିଏ ପଟେ ପଞ୍ଜୀକରଣ ଓ ଅନ୍ୟ ପଟେ ପରୀକ୍ଷା ହେବ । ୯୩୩୭୯୨୯୦୦୦ ନମ୍ବରକୁ କଲ୍ କରି ଲୋକେ ଏହି କୋଭିଡ ଟେଷ୍ଟିଂ ଭ୍ୟାନର ସୁବିଧା ନେଇପାରିବେ ।

Comments are closed.