ଗୋଳନ୍ଥରା ନାବାଳିକା ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ ସୂଚନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ୯ ବର୍ଷର ନାବାଳିକାକୁ ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ସୂୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର । ନାବାଳିକାର ଗଳା କାଟିବା ଆଗରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଗୁୁରୁତର ଆହତ ନାବାଳିକାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.