Browsing Tag

Berhampur sp

ବ୍ରହ୍ମପୁର ପୋଲିସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହୋଇଛି ଆନ୍ତର୍ଜାତିକ ମହିଳା ଦିବସ । ବ୍ରହ୍ମପୁର ଆରଓ କ୍ୟାମ୍ପସରେ ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଦକ୍ଷିଣାଞ୍ଚଳ ଡିଆଇଡି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ସବୁ ମହିଳା…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା,ଘଟଣାସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର-ବ୍ରହ୍ମପୁର ଗୋଳନ୍ଥରା ନିକଟରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଏସପି ପିନାକ ମିଶ୍ର ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କ ସହ ଏସପି ଆଲୋଚନା କରିଛନ୍ତି । ଗୁୁରୁତର ଆହତ ନାବାଳିକା କଟକ ବଡ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି ।…

ଗୋଳନ୍ଥରା ନାବାଳିକା ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ ସୂଚନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ୯ ବର୍ଷର ନାବାଳିକାକୁ ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ସୂୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର । ନାବାଳିକାର ଗଳା କାଟିବା ଆଗରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଗୁୁରୁତର ଆହତ…

ପୋଲିସ ଡିଜି ଙ୍କ ଗଞ୍ଜାମ ଗସ୍ତ, ସମିକ୍ଷା କଲେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ପ୍ରସଙ୍ଗ

ବ୍ରହ୍ମପୁର: ରାଜ୍ୟ ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମିକ୍ଷା କରିଥଲେ ।  ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷିଣାଚଳ ରେଂଜ ଡିଆଇଜି ଆରକ୍ଷୀ ଅଧିକ୍ଷିକ ଗଞ୍ଜାମ ଓ ଆରକ୍ଷୀ…