ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଗିରଫ

ଫୁଲବାଣୀ – କନ୍ଧମାଳ ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ରାୟଗଡା ବିଷମକଟକରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । ଅଭିଯୁକ୍ତ ଜଣକ ପୂର୍ବରୁ ଜଲେଶପଟ୍ଟା ଆଶ୍ରମରେ କାମ କରୁଥିଲା । କନ୍ୟାଶ୍ରମ ମୁଖ୍ୟଙ୍କୁ ୪ ଦିନ ମଧ୍ୟରେ ହତ୍ୟା କରିବା ସହ ଆଶ୍ରମକୁ ଉଡାଇଦେବାକୁ ସେ ଧମକ ଦେଇଥିଲା ।

Comments are closed.